ପୌରାଣିକ ମାନ୍ୟତା ଅନୁଯାୟୀ କାର୍ତ୍ତିକମାସ ଶୁକ୍ଳପକ୍ଷ ଷଷ୍ଠୀଦିନଠାରୁ ବିହାର ସମେତ ପୂର୍ବଭାରତରେ ଏକ ପ୍ରମୁଖ ପୂଜାଭାବେ ଛଟ ପର୍ବ ପାଳନ କରାଯାଇଥାଏ। ଏଦି ବ୍ରତରେ ସୂର୍ଯ୍ୟଙ୍କୁ ପୂଜାକଲେ ପରିବାରର ମଙ୍ଗଳ ହୋଇଥାଏ ବୋଲି କୁହାଯାଇଛି।